fbpx

Instagramରେ ନିଆଁ ଲଗେଇଲେ ନୋରା ଫତେହି: ବ୍ଲୁ ବିକିନିର ରିଲ୍ ହେଉଛି viral

ନୂଆଦିଲ୍ଲୀ: ବଲିଉଡ୍ ସେକ୍ସ ସାଇରନ ନୋରା ଫତେହି ପୁଣି ଥରେ ଚର୍ଚ୍ଚାରେ। ନୋରା ନିଜର ଏକ instagram ରିଲ ଶେୟାର କରିଥିବା ବେଳେ ଏହା ବେଶ viral ହୋଇଛି। ନୋରା ଏକ ବ୍ଲୁ ବିକିନୀ ପିନ୍ଧି ମାତ୍ର ୪ ସେକେଣ୍ଡ ପାଇଁ ରିଲରେ ନଜର ଆସିଛନ୍ତି। ନୋରା ସେଲ୍ଫି ନେଇ ଏହି ଭିଡ଼ିଓ ସୁଟିଂ କରିଥିଲେ।

ନିକଟରେ ରିଲିଜ୍ ହୋଇଥିବା ସତ୍ୟମେବ ଜୟତେ-୨ ରେ ନୋରା ଏକ ଆଇଟମ ନମ୍ବର କରିଥିଲେ। ଏକାଧିକ ଫିଲ୍ମ ରେ ଆଇଟମ ନମ୍ବର କରୁଥିବା ନୋରା ଶେଷ ଥର ପାଇଁ ଅଜୟ ଦେବଗନ୍ ଓ ସୋନକ୍ଷି ଅଭିନୀତ ଭୂଜ- ଦ ପ୍ରାଇଡ ଅଫ ଇଣ୍ଡିଆରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ନୋରା ଜଣେ ଗୁପ୍ତଚର ଭୂମିକାରେ ନଜର ଆସିଥିଲେ। ପୂର୍ବରୁ ନୋରାଙ୍କ ଅଭିନୀତ ଦିଲବର୍, ଗର୍ମି ପରି ଗୀତ ସୁପର ହିଟ ହୋଇଛି।

 

View this post on Instagram

 

A post shared by Nora Fatehi (@nora_fatehi_fcc)

Get real time updates directly on you device, subscribe now.