fbpx

ବିରିଆନି ନମିଳିବାରୁ ମେଡିକାଲ ୱାର୍ଡବୟକୁ ପିଟିଲେ ଜମାତି !

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): ତବଲିଗି ଜମାତିଙ୍କ ପାଇଁ ଦେଶରେ କରୋନା ଅଧିକ କାୟା ବିସ୍ତାର କରିଥିଲା । ଏବେ ବି ଅନେକ ଜାମତିଙ୍କ ପତ୍ତା ପାଉନି ପ୍ରଶାସନ । କିନ୍ତୁ ଯେତିକି ଜମାତି ଚିହ୍ନଟ ହୋଇଛନ୍ତି ସେମାନେ ଏଭଳି କାଣ୍ଡ କରୁଛନ୍ତି ଯାହା ସଭିଙ୍କ ଚିନ୍ତା ବଢ଼ାଉଛି । ନିକଟରେ ଜମାତି ମେଡିକାଲରେ ଉଲଗ୍ନ ହୋଇ ବୁଲିବା,ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଭଳି ଖବର ସମନାକୁ ଆସୁଛି । ଏବେ ଜମାତିଙ୍କ ଆଉ ଏକ ହରକତ ଚର୍ଚ୍ଚର ବିଷୟ ପାଲଟିଛି । ହସପିଟାଲରେ ଖାଇବାକୁ ବିରିଆନି ନମିଳିବାରୁ ଜମାତି ହସପିଟାଲର ୱାର୍ଡବୟକୁ ଆକ୍ରମଣ କରିଛନ୍ତି । ଏନେଇ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁ୍ଜ୍ଜୁ କରିଛି ।

Get real time updates directly on you device, subscribe now.