ଭୁବନେଶ୍ୱର: ଶ୍ରୀଜଗନ୍ନାଥ ବିମାନବନ୍ଦର ପାଇଁ ଏପ୍ରିଲ ୯ ଓ ୧୧ ତାରିଖରେ ଜନ ଶୁଣାଣି କରାଯିବ ।
ସିପସରୁବାଲି ମୌଜା ପାଇଁ ଆସନ୍ତା ୯ ତାରିଖ ଦିନ ୧୧ଟାରେ ଶୁଣାଣି । ୧୧ ତାରିଖ ଦିନ ୧୨ଟାରେ ଷଣ୍ଢପୁର, ଗୋରୁଆଳ ମଙ୍ଗଳା ମଣ୍ଡପ ପାଖରେ ଶୁଣାଣି କରାଯିବ ।
ଯେଉଁମାନଙ୍କର ଜାଗା ଯିବ ସେମାନଙ୍କୁ ପୁର୍ନବାସ, ଥଇଥାନ ଯୋଜନାରେ ବ୍ୟବସ୍ଥା ନେଇ କରାଯିବ ଆଲୋଚନା ।