fbpx

ଜେଡ଼ିୟୁରୁ ବିଦା ହେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ, ୨୯ା୧: ଜେଡ଼ିୟୁରୁ ବିଦା ହୋଇଛନ୍ତି ପ୍ରଶାନ୍ତ କିଶୋର । ଦଳରୁ ପ୍ରଶାନ୍ତ କିଶୋରଙ୍କୁ ବିଦା କରିଛନ୍ତି ନୀତିଶ କୁମାର । ଏହାସହ ପବନ ବର୍ମାଙ୍କୁ ମଧ୍ୟ ଜେଡ଼ିୟୁରୁ ବାହାର କରାଯାଇଛି । ତାଙ୍କୁ ମଧ୍ୟ ଦଳରୁ ବାହାର କରିଛନ୍ତି ନୀତିଶ । ଦଳ ବିରୋଧୀ କାର୍ଯ୍ୟ ପାଇଁ ସେମାନଙ୍କୁ ଦଳରୁ ବିଦା କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.