fbpx

କଙ୍ଗନାଙ୍କ ଗାଲ ଠାରୁ ବି ଚିକ୍କଣିଆ ରାସ୍ତା ତିଆରି କରିବି: ଦେଖନ୍ତୁ କଂଗ୍ରେସ ବିଧାୟକଙ୍କ ବିବାଦୀୟ ବୟାନର ଭାଇରାଲ VIDEO

ନୂଆଦିଲ୍ଲୀ: ପୁଣି ଥରେ ଚର୍ଚ୍ଚାରେ ବଲିଉଡର କଣ୍ଟ୍ରୋଭର୍ସି କୁଇନ୍ କଙ୍ଗନା ରଣାୱତ । ତେବେ ନିଜର କୌଣସି ବୟାନକୁ ନେଇ ନୁହେଁ ବରଂ ଝାରଖଣ୍ଡର ଜନୈ÷କ କଂଗ୍ରେସ ବିଧାୟକଙ୍କ ପାଇଁ ଚର୍ଚ୍ଚାରେ କଙ୍ଗନା । ପେଶାରେ ଜଣେ ଡାକ୍ତର ଇର୍ଫାନ ଅନସାରୀ ଏଭଳି ବୟାନ ଦେଇଥିବା ବେଳେ ଏହି ଭିଡିଓଟି ବର୍ତ୍ତମାନ ବେଶ ଭାଇରାଲ ହୋଇଛି । ଝାରଖଣ୍ଡ ସରକାର ପ୍ରାୟ ୧୪ଟି ବିଶ୍ୱ ସ୍ତରୀୟ ସଡ଼କ ନିର୍ମାଣ କରିବାକୁ ଯାଉଥିବା ବେଳେ ଏହା ପୂର୍ବରୁ ଏମିତି ଏକ ଭିଡିଓ କରିଛନ୍ତି ଅନସାରୀ ।

ଅନସାରୀ କହିଛନ୍ତି ଝାରଖଣ୍ଡ ସରକାର ସଡ଼କ ନିର୍ମାଣ କରିବାକୁ ଯାଉଛନ୍ତି । ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛି କି ସଡ଼କ ବିଶ୍ୱସ୍ତରୀୟ ହେବ । ସଡ଼କ ନିର୍ମାଣର ଦାୟିତ୍ୱ ମୋର ଆଉ ଏହି ସଡକ କଙ୍ଗନା ରଣାୱତଙ୍କ ଗାଲ ପରି ଚିକ୍କଣ ହେବ ବୋଲି କହିଛନ୍ତି ଅନସାରୀ । ଏହା ପୂର୍ବରୁ ମାସ୍କ ପିନ୍ଧିବାକୁ ବିରୋଧ କରି ବିବାଦୀୟ ବୟାନ ଦେଇଥିଲେ ଅନସାରୀ । ଦେଖନ୍ତୁ ଭିଡିଓ….

Get real time updates directly on you device, subscribe now.