fbpx

ଝାଡଖଣ୍ଡ ନିର୍ବାଚନ: ୯ଟା ସୁଦ୍ଧା ୧୧.୮୫% ମତଦାନ

ଝାଡଖଣ୍ଡ,୧୬ ।୧୨: ଝାଡଖଣ୍ଡର ୧୫ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ଭୋଟ୍ ଗ୍ରହଣ ଚାଲିଛି । ଦିନ ୯ଟା ସୁଦ୍ଧା ୧୧.୮୫% ମତଦାନ କରିଛନ୍ତି ଜନତା । ସୁରକ୍ଷାକୁ ବ୍ୟବସ୍ଥା କଡାକଡି କରିବା ସହ ପୋଲିଂ ବୁଥରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ୨୨୧ ଜଣ ପ୍ରାର୍ଥୀଙ୍କୁ ଭୋଟ୍ ଦେଉଛନ୍ତିି ୪ ଜିଲ୍ଲାର ୪୮ ଲକ୍ଷ ଭୋଟର ।

ତେବେ ୫ଟି ସମ୍ବେଦନଶୀଳ ଆସନରେ ଅପରାହ୍ନ ୩ଟାରେ ସରିବ ମତଦାନ । ବାକି ୧୦ଟି ଆସନରେ ଅପରାହ୍ନ ୫ଟା ଯାଏଁ ମତଦାନ ଚାଲିବ ।

Get real time updates directly on you device, subscribe now.