ପ୍ରସାରିତ ଖବର ଗୁଜବ, ସମ୍ପୂର୍ଣ୍ଣ ଫିଟ୍ ଥିବା କହିଲେ ଜୁଏଲ ଓରାମ୍

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପ୍ରସାରିତ ଖବର ଗୁଜବ ବୋଲି କହିଲେ ଜୁଏଲ ଓରାମ । ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି, ସତ୍ୟ ଖବର ପୁରେ ବିଶ୍ୱାସ କରନ୍ତୁ ବୋଲି ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଜୁଏଲ ଓରାମ ।

ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଛି । ମୁଁ ପୂରା ଫିଟ୍ ଅଛି, କର୍ତ୍ତବ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ।

ଏକ୍ସରେ ଏକ ପୋଷ୍ଟ ଶେୟାର କରି ଜୁଏଲ ଓରାମ ଏହି ସୂଚନା ଦେଇଛନ୍ତି ।