fbpx

ଆସନ୍ତାକାଲିଠୁ ଆରମ୍ଭ ହେବ ଓଡ଼ିଶାରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ କ୍ରୀଡ଼ା

କଟକ, ୨୧ା୨(ଓଡ଼ିଶା ଭାସ୍କର): ଆସନ୍ତାକାଲିଠୁ ଓଡ଼ିଶାରେ ସର୍ବପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ପ୍ରତିଯୋଗିତା ଆରମ୍ଭ ହେବ । କଟକ ଇନଡ଼ୋର ଷ୍ଟାଡ଼ିଅମରେ ଏହାର ଉଦଘାଟନୀ ସମାରୋହ ହେବ । ଉଦଘାଟନୀ ସମାରୋହକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କ୍ରୀଡ଼ାରେ କଟକ ଓ ଭୁବନେଶ୍ୱରରେ ମାର୍ଚ୍ଚ ୧ଯାଏ ପ୍ରତିଯୋଗିତା ଚାଲିବ ।

Get real time updates directly on you device, subscribe now.