fbpx

(ଦେଖନ୍ତୁ ଭିଡିଓ) ବିିସ୍ମୟ ଶିଶୁ ରୁଦ୍ରାଂଶୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା ୧୭ ମାସର କୁନି ଝିଅ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିିସ୍ମୟ ଶିଶୁ ରୁଦ୍ରାଂଶୀ । ବୟସ ମାତ୍ର ବର୍ଷେ ୯ ମାସ, ହେଲେ ସେ କିନ୍ତୁ ବିଚକ୍ଷଣ । ଏତେ କମ୍ ବୟସରେ ଏହି ଛୋଟ ପିଲାର ପ୍ରତିଭା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ତୁଳସୀ ଦୁଇ ପତ୍ରରୁ ବାସିବା ପରି ବୟସ ବୃଦ୍ଧି ସାଙ୍ଗକୁୁ ଶିଶୁଟିର ଅସାଧାରଣ ପ୍ରତିଭା ଓ ସ୍ମରଣଶକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କର ମନେରଖିବା ଶକ୍ତି ଏବଂ ବିଚକ୍ଷଣ ବୁଦ୍ଧି ଯୋଗୁଁ ସଂଚାର ଅନଲାଇନ ମାଧ୍ୟମରେ ହେଉଥିବା ପ୍ରତିଭା ପ୍ରଦର୍ଶନୀ ପ୍ରତିଯୋଗିତାରେ ରୁଦ୍ରାଂଶୀ ଅଂଶ ଗ୍ରହଣ କରି ଏବେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ରେ ନିଜର ନାମ ସ୍ଥାନୀତ କରିପାରିଛନ୍ତି । କଣ ରହିଛି ଅନ୍ତର୍ନିହିତ ପ୍ରତିଭା ଦେଖନ୍ତୁ ଏହି ଭିଡିଓ ମାଧ୍ୟମରେ…..

Get real time updates directly on you device, subscribe now.