fbpx

କେମିତି ପାଇବେ କୋଭିଡ ମୃତ୍ୟୁ ପ୍ରମାଣପତ୍ର; ଜାରି ହେଲା ଗାଇଡାଇନ

କୋଭିଡ ଜନିତ ମୃତ୍ୟୁର ପ୍ରମାଣପତ୍ର ନେଇ ଗାଇଡଲାଇନ୍ । ଗାଇଡଲାଇନ ଅନୁଯାୟୀ ପ୍ରତି ଜିଲ୍ଲାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଗଠିତ ହେବ କମିଟି । କମିଟିରେ ଏଡିଏମ, ସିଡିଏମଓ ଓ ମେଡିକାଲ କଲେଜର ମୁଖ୍ୟ ରହିବେ । ଜଣେ ବିଶେଷଜ୍ଞ ମଧ୍ୟ ଏହି କମିଟିରେ ସାମିଲ ରହିବେ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଆଧାରରେ କମିଟି ଗଠନ ହେବ । ଏହି କମିଟି କୋଭିଡ ଜନିତ ମୃତ୍ୟୁ ନେଇ ପ୍ରମାଣପତ୍ର ଦେବ । ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.