fbpx
BJD
BJD SKY
BJD SKY

ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଛି କି କଳହ ? ଜାଣନ୍ତୁ ରାଗୀ ସ୍ୱାମୀଙ୍କୁ ମନେଇବା ପାଇଁ କିଛି ଟିପ୍ସ

BJD

ବୈବାହିକ ଜୀବନରେ ସାମାନ୍ୟ କଥାକୁ ନେଇ ସୃଷ୍ଟି ହେଉଥିବା ମନୋମାଳିନ୍ୟ ଏକ ସାଧାରଣ କଥା। ତେବେ ଏହି କାରଣ ନେଇ ଯଦି ସ୍ବାମୀ ରାଗିଯାଆନ୍ତି ଆଉ କଥାବାର୍ତ୍ତା ବନ୍ଦ କରିଦିଅନ୍ତି, ତେବେ ସ୍ତ୍ରୀଙ୍କ କର୍ତ୍ତବ୍ୟ ହେଉଛି ତାଙ୍କୁ ଶାନ୍ତ କରାଇବା। କାରଣ ଉଭୟଙ୍କ ମଧ୍ୟରୁ ଯଦି କିଏ ରାଗିଯାଆନ୍ତି, ତେବେ ଅନ୍ୟ ଜଣଙ୍କ ତାଙ୍କୁ ବୁଝାଇବାକୁ ପଡ଼ିଥାଏ। ତେବେ ଜାଣନ୍ତୁ ଏପରି କିଛି ଟିପ୍ସ, ଯାହା ରାଗୀ ସ୍ବାମୀଙ୍କୁ ମନାଇବାରେ କରିବ ସାହାଯ୍ୟ।

– ଅବୁଝା ସ୍ବାମୀଙ୍କୁ ମନେଇବା ପାଇଁ ଏକ ସପ୍ତାହ ବିଭିନ୍ନ ଫୁଲତୋଡ଼ା ଦେଇପାରିବେ, ଏଥିସହ ଏକ ଚିଠି ଦେବେ। ଏହା ସ୍ବାମୀଙ୍କୁ ଶାନ୍ତ କରାଇବାରେ ସାହାଯ୍ୟ କରିବ।

– ସ୍ବାମୀଙ୍କ ମନପସନ୍ଦର ଖାଦ୍ୟ ତିଆରି କରି ଖୁଆନ୍ତୁ, ସେ ନିଶ୍ଚେ ଖୁସି ହୋଇଯିବେ।

– ସ୍ବାମୀ ରାଗିଥିବା ସମୟରେ ଆପଣ ତାଙ୍କୁ ତାରିଫ କରିବା ଫଳରେ ସେ ରାଗ ଭୁଲିଯାଆନ୍ତି। ଯେମିତିକି ଆପଣ କହିପାରିବେ ତୁମେ ହସିଲେ ବେଶି ଭଲଲାଗ, ରାଗିଲେ ନୁହେଁ।

-ଯଦି ଉଭୟେ ଏକା ସାଙ୍ଗରେ ବସି ଭାବଥା’ନ୍ତି ପ୍ରଥମେ କିଏ କଥା ହେବ, ତେବେ ମନର ଅହଂକାର ତ୍ୟାଗ କରି ତାଙ୍କ ମନପସନ୍ଦ ଗୀତ ଗାଆନ୍ତୁ; ହ୍ବାଟ୍ସଆପ୍‌ ମେସେଜ ପଠାନ୍ତୁ ।

Get real time updates directly on you device, subscribe now.