fbpx

କୁଚିଣ୍ଡା: ଫ୍ଲାଇଂ ସ୍କ୍ୱାଡ୍‌ର ଚେକିଂ ବେଳେ ଧରାପଡ଼ିଲା ପାଖାପାଖି ୮ ଲକ୍ଷ ଟଙ୍କା

କୁଚିଣ୍ଡା: (ଓଡ଼ିଶା ଭାସ୍କର) ଗାଡ଼ି ଚେକିଂ ବେଳେ ୭ ଲକ୍ଷ ୮୫ ହଜାର ଟଙ୍କା ଜବତ । ୨ଟି ସ୍ଥାନରୁ ଜବତ କଲା କୁଚିଣ୍ଡା ପୋଲିସ ଓ ଫ୍ଲାଇଂ ସ୍କ୍ୱାଡ୍ । ଗୋଟିଏ ସ୍ଥାନରୁ ସାଢ଼େ ୩ ଲକ୍ଷ, ଅନ୍ୟ ସ୍ଥାନରୁ ୪ ଲକ୍ଷ ୩୫ ହଜାର ଜବତ । ଦୁଇ ଜଣଙ୍କୁ ଏହି ଘଟଣାରେ ଅଟକ ରଖି ପଚରା ଉଚରା କରୁଛି ପୋଲିସ ।

Get real time updates directly on you device, subscribe now.