fbpx
BSKY SKY
BSKY SKY

କୁଲାଙ୍ଗେଙ୍କୁ ମିଳିଲା ନୂଆ ଦାୟିତ୍ୱ: ଏହି ପଦବୀରେ କାର୍ଯ୍ୟଭାର ସମ୍ଭାଳିବେ ଆଇଏଏସ ବିଜୟ

BSKY

ଭୁବନେଶ୍ୱର: ଆଇଏଏସ ବିଜୟ ଅମୃତ କୁଲାଙ୍ଗେଙ୍କୁ ମିଳିଛି ଆଉ ଏକ ନୂଆ ଦାୟିତ୍ୱ । ବର୍ତ୍ତମାନ ଓମଫେଡର ପରିଚାଳନା ନିର୍ଦ୍ଦେଶକ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିବେ ଆଇଏଏସ ବିଜୟ । ରାଜ୍ୟ ସରକାରଙ୍କ ତରଫରୁ କୁଲାଙ୍ଗେଙ୍କୁ ଏହି ନିଯୁକ୍ତି ପ୍ରଦାନ କରାଯାଇଛି । ଏହାପୂର୍ବରୁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର କମିଶନର ଭାବେ ସରକାରଙ୍କ ନିକଟରେ ସେ କାର୍ଯ୍ୟରତ ଅଛନ୍ତି ।

Get real time updates directly on you device, subscribe now.