fbpx

ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା

ଭୁବନେଶ୍ୱର: ଦିନ ଦ୍ୱିପ୍ରହରରେ ବନ୍ଧୁକ ଦେଖାଇ ଝାମ୍ପିନେଲେ ୧.୪୭ ଲକ୍ଷ ଟଙ୍କା । ଖୋର୍ଦ୍ଧା ବାଘମାରୀ ସିମୋରରେ କଳା ପଲସର୍ରେ ଆସି ଲୁଟିଲେ ୨ ଦୁର୍ବୁତ୍ତ । ବ୍ୟାଙ୍କ ଓ ଏଟିଏମରୁ ଟଙ୍କା ଉଠାଇ ଫେରୁଥିବାବେଳେ ଲଟ୍ ହୋଇଥିବା ଅଭିଯୋଗ । ପୋଲିସର ତଦନ୍ତ ଜାରି ରହିଛି ।

Get real time updates directly on you device, subscribe now.