fbpx

ଆଜିଠାରୁ ୪ ଜିଲ୍ଲା ସହ ରାଉରକେଲା ସହର ଲକଡାଉନ

ଭୁବନେଶ୍ୱର,୧୮/୭(ଓଡିଶା ଭାସ୍କର): ଆଜିଠୁ କଟକ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଓ ରାଉରକେଲା ସହର ଲକ୍‌ ଡାଉନ୍ ହୋଇଛି‌ । ବିଭିନ୍ନ ସ୍ଥାନରେ ପୋଲିସର କଡ଼ା ଚେକିଂ ଚାଲିଥିବା ବେଳେ ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନ ହୋଇ ପଡ଼ିଛି ଦୋକାନ ବଜାର ବି ବନ୍ଦ ହୋଇଛି ।

ତେବେ ଏହି ଅଞ୍ଚଳରେ କରୋନା ସଂଖ୍ୟା ଅଧିକ ବଢ଼ୁଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

Get real time updates directly on you device, subscribe now.