fbpx

କାଲି ବର୍ଷର ପ୍ରଥମ ଉପଛାୟା ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ଦେବାଭିଷେକ ପୂର୍ଣ୍ଣିମାରେ ଆସନ୍ତାକାଲି ଏ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ହେବ । କାଲି ରାତି ୧୦ଟା ୩୭ରୁ ୨ଟା ୪୨ ଯାଏ ଭାରତରେ ଏହା ଦୃଶ୍ୟମାନ ହେବ । ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ କୌଣସି ନୀତିରେ ବାରଣ ନଥିବା କୁହାଯାଇଛି । ଏଥିଲାଗି ହାଣ୍ଡିଛାଡ ହେବନି କି ଦେଶନୀତି ନିଷେଧ ହେବନି । ଏହାର ସିଧା ପ୍ରଭାବ ୟୁରୋପ, ଆଫ୍ରିକା, ଏସିଆ ଓ ଅଷ୍ଟ୍ରେଲିଆର କିଛି ଭାଗ ଉପରେ ରହିବ।

Get real time updates directly on you device, subscribe now.