fbpx
BJD SKY
BJD SKY

BIG BREAKING…ନୃଶଂସ ସ୍ୱାମୀର ବର୍ବର କାଣ୍ଡ, କାଠ ଫାଳିଆରେ ପିଟିପିଟି ସ୍ତ୍ରୀକୁ ହତ୍ୟା

BJD

ଭୁବନେଶ୍ବର: ନୃଶଂସ ସ୍ବାମୀ ବର୍ବର କାଣ୍ଡ । କାଠ ଫାଳିଆ ରେ ସ୍ତ୍ରୀ ପିଟିପିଟି ହତ୍ୟା କଲା ସ୍ବାମୀ । ଶାଲିଆ ସାହି ତାରିଣୀ ନଗର ରେ ଘଟିଛି ଘଟଣା । ମଦ ନିଶା ରେ ସ୍ବାମୀ ଗୋଲକ ବିହାରୀ ଜେନା ସ୍ତ୍ରୀ ସ୍ବପ୍ନା ଜେନା ଙ୍କୁ ହତ୍ୟା କରିଛି । ହତ୍ୟା ପରେ ଘର ଭିତରେ ମୃତ ଦେହକୁ ଚାବି ପକେଇ ରଖିଥିଲା ।

ଘର ଭିତରୁ ଆଜି ଦୁର୍ଗନ୍ଧ ବାହାରିବାରୁ ସନ୍ଦେହ ବଢିଥିଲା । ଲୋକମାନେ ପଚାରିବାରୁ ସ୍ତ୍ରୀକୁ ପିଟି ପିଟି ହତ୍ୟା କରିଥିବା କହିଥିଲା ଓ ପୋଲିସ ପାଖରେ ଆତ୍ମସମର୍ପଣ କରିଥିଲା । ମୈତ୍ରୀ ବିହାର ପୋଲିସ ଓ ସାଇଁଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.