fbpx

ନାରାୟଣପୁର ସୀମାରେ ବଡ଼ ଏନକାଉଣ୍ଟର; ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୭ମାଓବାଦୀ

AAKASH

ରାୟପୁର: (ଓଡ଼ିଶା ଭାସ୍କର) ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା । ଛତିଶଗଡ଼ର ବିଜାପୁର ଜିଲ୍ଲା ନାରାୟଣପୁର ସୀମାରେ ବଡ଼ ଧକଣର ଏନକାଉଣ୍ଟର ହୋଇଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ନିପାତ ହେଲେ ୭ ମାଓବାଦୀ । ଅଧିକ ମୃତାହତ ହୋଇଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଜାରି ରହିଛି ସର୍ଚ୍ଚ ଅପରେସନ ।

Get real time updates directly on you device, subscribe now.