fbpx

ଭାରତର ଏହି ସହରରେ ସବୁଠାରୁ ବେଶୀ ସୁନ୍ଦରୀ ଝିଅ ମିଳିଥାନ୍ତି, ଆଉ ଡେରି କାହିଁକି….

ସାଧାରଣତଃ ଭାରତର ପ୍ରତ୍ୟେକ ସହରର ଝିଅମାନେ ସୁନ୍ଦରୀ । କିନ୍ତୁ ଆପଣ କ’ଣ ଜାଣନ୍ତି ଏପରି କିଛି ସହର ଅଛି, ଯେଉଁଠି ଝିଅମାନେ ଦେଖିବାକୁ ଅତି ସୁନ୍ଦରୀ । ଏହି ସହରର ଝିଅମାନେ ବିଶ୍ୱସୁନ୍ଦରୀଙ୍କ ଠାରୁ ବି କମ୍ ନୁହନ୍ତି । ଭାରତର ରାଜଧାନୀ ଦିଲ୍ଲୀ କେବଳ ରାଜନୀତି ପାଇଁ ନୁହେଁ, ବରଂ ସୁନ୍ଦରୀ ଝିଅମାନଙ୍କର ଏକ ଅଭୟାରଣ୍ୟ । ଦେଶର ପ୍ରତ୍ୟେକ ସହରରୁ ପୁଅ ଓ ଝିଅ ଉଚ୍ଚଶିକ୍ଷା ତଥା ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦିଲ୍ଲୀକୁ ଆସିଥାନ୍ତି । ଏଠାରେ ଶିକ୍ଷା ଗ୍ରହଣ ପାଇଁ ବହୁ ବଡ଼ ବଡ଼ ଶିକ୍ଷାନୁଷ୍ଠାନ ରହିଛି । ଏହି ସହରର ଝିଅମାନେ ବହୁତ ଖୋଲା ହୃଦୟର ଓ ଆଧୁନିକ ବିଚାରଧାରା ସମ୍ପନ୍ନ ହୋଇଥାନ୍ତି ।

ମାୟାନଗରୀ ମୁମ୍ବାଇର ଝିଅମାନେ ମଧ୍ୟ ସୁନ୍ଦରତାରେ କମ୍ ନୁହନ୍ତି । ଝିଅମାନେ ନିଜର ସ୍ୱପ୍ନ ପୂରଣ ପାଇଁ ମୁମ୍ବାଇକୁ ଚାଲି ଆସିଥାନ୍ତି । ଅନେକ ଝିଅ ମଡେଲିଂ କରିବା ପାଇଁ ଓ ବଲିଉଡରେ କ୍ୟାରିୟର ଗଢ଼ିବାର ଆଶା ନେଇ ମୁମ୍ବାଇରେ ପ୍ରବେଶ କରିଥାନ୍ତି । ସିନେ ଜଗତରେ ପାଦ ଥାପୁଥିବା ଅଧିକାଂଶ ଝିଅ ବହୁତ ସୁନ୍ଦର ହୋଇଥାନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ ।

Get real time updates directly on you device, subscribe now.