fbpx
BJD SKY
BJD SKY

Breaking News; ଷ୍ଟିଲ ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ: ଅଗ୍ନିକାଣ୍ଡରେ ୧୦ ଶ୍ରମିକ ଅର୍ଦ୍ଧଦଗ୍ଧ, ମେଡିକାଲରେ ଭର୍ତ୍ତି

BJD

କେନ୍ଦୁଝର: କେନ୍ଦୁଝର ଷ୍ଟିଲ ପ୍ଲାଣ୍ଟରେ ଘଟିଯାଇଛି ଭୟଙ୍କର ଅଗ୍ନିକାଣ୍ଡ । ସ୍ଥାନୀୟ ରୁଗୁଡ଼ି ସ୍ଥିତ କେ.ଜେ.ଏସ ଆଲୁୱାଲିଆ ଷ୍ଟିଲ ପ୍ଲାଣ୍ଟରେ ଏହି ଭୟଙ୍କର ବିସ୍ଫୋରଣ ଘଟିଯାଇଛି । ଫର୍ଣ୍ଣେସ ବଲାଷ୍ଟ ହେବା ଯୋଗୁଁ ପ୍ଲାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି । ଏହି ବିସ୍ଫୋରଣରେ ୧୦ ଜଣ ଶ୍ରମିକ ଅର୍ଦ୍ଧଦଗ୍ଧ ହୋଇଥିବା ଜାଣିବାକୁ ମିଳିଛି । ତେବେ ସମସ୍ତଙ୍କୁ ଉଦ୍ଧାର କରାଯାଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଏମାନଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।

Get real time updates directly on you device, subscribe now.