fbpx

RBIର ଓଡିଆ ଡେପୁଟି ଗଭର୍ଣ୍ଣର

ନୂଆଦିଲ୍ଲୀ,୧୪ ।୧: ଆରବିଆଇର ନୂଆ ଡେପୁଟି ଗଭର୍ଣ୍ଣର ହେଲେ ମାଇକେଲ ପାତ୍ର । ବିରଳ ଆଚାର୍ଯ୍ୟଙ୍କ ସ୍ଥାନରେ ଓଡିଆର ମାଇକେଲ ପାତ୍ରଙ୍କ ନିଯୁକ୍ତି ଦିଆଯାଇଛି । ତିନି ବର୍ଷ ପାଇଁ ମାଇକେଲ ପାତ୍ର ନିଜ ପଦବୀରେ ରହିବେ । ଏନେଇ ଆଜି ସୂଚନା ଦେଇଛନ୍ତି ମାଇକେଲ । ତେବେ ପୂର୍ବରୁ ଆଉ ଜଣେ ଓଡିଆ ଶକ୍ତିକାନ୍ତ ଦାସ ଆରବିଆଇ ଗଭର୍ଣ୍ଣର ଭାବେ କାର୍ଯ୍ୟରତ ଅଛନ୍ତି ।

Get real time updates directly on you device, subscribe now.