fbpx
BSKY SKY
BSKY SKY

ବଡ଼ ଖବର; ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଦୁର୍ଘଟଣାର ଶିକାର: ଗାଡ଼ିରେ ଥିଲେ ମନ୍ତ୍ରୀ

BSKY

ବଲାଙ୍ଗୀର: ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ବଲାଙ୍ଗୀରରୁ ଫେରିବା ସମୟରେ ବଡ଼ମାଲ ଫପ୍ସି ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମନ୍ତ୍ରୀ ଯୁକୁନୀ ସାହୁଙ୍କ ଗାଡ଼ି । ତେବେ ଦୁର୍ଘଟଣାରେ ମନ୍ତ୍ରୀଙ୍କ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି । ତେବେ ଏହି ଦୁର୍ଘଟଣାରେ ମନ୍ତ୍ରୀ ଟୁକୁନୀ ସାହୁ ସୁରକ୍ଷିତ ଥିବା ସୂଚନା ମିଳିଛି ।

Get real time updates directly on you device, subscribe now.