fbpx

ପ୍ରାଇମ ଭିଡିଓରେ କେତେବେଳେ ରିଲିଜ ହେବ ମିର୍ଜାପୁର ୩, ଜାଣନ୍ତୁ ଷ୍ଟ୍ରିମିଙ୍ଗ ଟାଇମ

Advertisement

ନୂଆଦିଲ୍ଲୀ: ଅଲି ଫଜଲ ଏବଂ ପଙ୍କଜ ତ୍ରିପାଠୀଙ୍କ ମିର୍ଜାପୁର ସିଜନ ୨ ଫ୍ୟନ୍ସ ଅନେକ ଭଲପାଇବା ଦେଇଥିଲେ । ବର୍ତ୍ତମାନ ମିର୍ଜାପୁର ସିଜନ ୩ ପାଇଁ ଫ୍ୟାନ୍ସଙ୍କ ଅପେକ୍ଷା ସମାପ୍ତ ହୋଇଛି । ସିରିଜର ୩ୟ ଭାଗ ରିଲିଜ ହେବାପାଇଁ ପ୍ରସ୍ତୁତ ହୋଇଛି । ସିରିଜର କାହାଣୀରେ କେଉଁ ଟ୍ୱିଷ୍ଟ ଦେଖିବାକୁ ମିଳିବ ସେନେଇ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି । ଟ୍ରେଲର ମଧ୍ୟ ବହୁତ ସାରା ଭଲପାଇବା ପାଇଛି ।

ସବୁଥର ଭଳି ଏଥର ମଧ୍ୟ ଏଥର ବି ଫ୍ୟାନ୍ସ ଆମାଜନ ପ୍ରାଇମରେ ଦେଖିପାରିବେ । ମିର୍ଜାପୁର ୩ ଆମାଜନ ପ୍ରାଇମରେ ୫ ଜୁଲାଇରେ ରିଜିଲ ହେବ । ଏହି ସିରିଜକୁ ମଧ୍ୟରାତ୍ରୀ ୧୨ଟାରେ ଷ୍ଟ୍ରିମ କରାଯିବ । ଖବର ରହିଛି ଯେ, ଏହି ଷ୍ଟ୍ରିମରେ ୧୦ଟି ଏପିସୋଡ ରହିବ । ସିରିଜରେ ଏଥର ପଙ୍କଜ ତ୍ରିପାଠୀ, ଅଲ୍ଲୀ ଫଜଲ, ବିଜୟ ବର୍ମା, ଶ୍ୱେତା ତ୍ରିପାଠୀ, ରସିକା ଦୁଗୁଲ, ରାଜେଶ ତେଲଙ୍ଗ, ଶିବା ଚଢା ଏବଂ ଇଶା ତଲବାରଙ୍କ ଭଳି ଗୁତୁତ୍ୱପୂର୍ଣ୍ଣ ରୋଲରେ ନଜର ଆସିବେ ।..

Get real time updates directly on you device, subscribe now.