fbpx

ହଠାତ୍ ବନ୍ଦ ହୋଇଗଲା ‘Mission Moon’: ଚନ୍ଦ୍ରରେ ପହଞ୍ଚିବାର ୮ ଦିନ ପରେ ମିଶନ୍ ଫେଲ

ନୂଆଦିଲ୍ଳୀ: ଚନ୍ଦ୍ରପୃଷ୍ଠରେ ପହଞ୍ଚି ସାରା ବିଶ୍ୱ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ଭାରତର ‘ମୁନ୍ ମିଶନ୍’ । ଇସ୍ରୋର ଏହି ସଫଳତାକୁ ନେଇ ସବୁଆଡ଼େ ଚର୍ଚ୍ଚା ରହିଛି । ଯେଉଁସ୍ଥାନକୁ ବିଶ୍ୱର କେହି ପହଞ୍ଚି ପାରିନଥିଲେ ସେଠାରେ ପାଦ ଥାପିଛି ଭାରତ । ଯାହାକୁ ଦେଖି ପୁରା ବିଶ୍ୱ ଚକିତ ହୋଇଛି । ଏହା ଭିତରେ ଆଉ ଏକ ଘଟଣା ସମସ୍ତଙ୍କ ମନରେ ଆଲୋଡ଼ନ ସୃଷ୍ଟି କରିଛି । ଚନ୍ଦ୍ରପୃଷ୍ଠରେ ପହଞ୍ଚିବା ପରେ ମଧ୍ୟ ‘ମିଶନ୍ ମୁନ୍’ ବନ୍ଦ ହେବା କଥାକୁ ନେଇ ଆଲୋଚନା ହେବାରେ ଲାଗିଛି । ମନରେ ଏକ ବଡ଼ ପ୍ରଶ୍ନ ସୃଷ୍ଟି ହେଉଛି ନାସାର ‘MissionMoon’ କୁ ନେଇ ।

ଚନ୍ଦ୍ରକୁ ଯାଇ ୮ ଦିନକାଳ ଚନ୍ଦ୍ରରେ ସମୟ କାଟିବା ପରେ ବି ଖାଲି ଫେଲ ମାରିଛି ମିଶନ୍ ମୁନ୍ । ଚନ୍ଦ୍ରଦିବସ ସମାପ୍ତ ନ ହୋଇ ମଧ୍ୟ ଚନ୍ଦ୍ରପୃଷ୍ଠ ଅନ୍ଧକାର ହୋଇଯିବାରୁ ବନ୍ଦ ହୋଇଗଲା ଏହି ମିଶନ । ଏ ହେଉଛି ଆମେରିକାର ‘ମିଶନ ମୁନ୍’, ଯାହା ୫୦ ବର୍ଷ ହେଲା ବନ୍ଦ ହୋଇ ରହିଛି । ୪୮ ବର୍ଷରୁ ବର୍ତ୍ତମାନ ଯାଏଁ କୌଣସି ନାସାର ବୈଜ୍ଞାନିକ ଜହ୍ନକୁ ଆଉ ଯାଇନାହାନ୍ତି । ଏହାର ଉତ୍ତର ଏକ ଗ୍ରାଫରୁ ମିଳି ପାରିଛି । ୧୯୬୧ରେ ଋଷିଆ ପ୍ରଥମ ଥର ପାଇଁ ସ୍ପେସରେ ମଣିଷଙ୍କୁ ପଠାଇଥିଲା । ଏହାପରେ ଆମେରିକା ଉପରେ ପ୍ରେସର ଆହୁରି ବଢିଥିଲା । ଏବଂ ଏହି ଖର୍ଚ୍ଚ ୧୯୬୭ ଯାଏଁ ବଢିଚାଲିଥିଲା । କାରଣ ୧୯୬୭ ଯାଏଁ ସ୍ପେସ୍ ରେସରେ ଋଷିଆ ଆମେରିକାଠାରୁ ଖୁବ୍ ଆଗରେ ରହିଥିଲା ।

ଏହାପରେ ସ୍ପେସ୍ ରେସରେ ଆମେରିକା ହିଁ ଆଗରେ ରହିଥିଲା । ଋଷିଆ ଜହ୍ନରେ ଜଣେ ବି ମଣିଷକୁ ପହଞ୍ଚାଇ ପାରି ନାହିଁ । ଯେତେବେଳେ କି ଆମେରିକା ଜହ୍ନରେ ୧୨ ଜଣ ମଣିଷଙ୍କୁ ପହଞ୍ଚାଇବାରେ ସଫଳ ହୋଇଥିଲା । ଲଗାତାର ସ୍ପେସ୍ ରେସ୍ରେ ଆଗରେ ରହିବାରୁ ଆମେରିକା ଧିରେ ଧିରେ ପଛକୁ ହଟିଥିଲା । ଏହାପରେ ଆମେରିକା ମୁନ ମିଶନରୁ ପୁରା ଦୂରେଇ ଗଲା ।

Get real time updates directly on you device, subscribe now.