fbpx

ନୂଆଁଖାଇରେ ଚାଷୀଙ୍କୁ ଭେଟି; ସିଏମ୍ କିଷାନ୍ ସହାୟତା ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ନୂଆଁଖାଇ ଉପଲକ୍ଷେ ଚାଷୀଙ୍କ ପାଇଁ ଖୁସି ଖବର । ଚାଷୀଙ୍କୁ ସିଏମ୍ କିଷାନ ସହାୟତା ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ୍ କିଷାନ ସହାୟତା ଅନ୍ତର୍ଗତ ଉପକୃତ ହେବେ ୪୬ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ । ଡିବିଟି ମାଧ୍ୟମରେ ଚାଷୀଙ୍କୁ ମିଳିବ ସହାୟତା । ୯୨୫ କୋଟିରୁ ଅଧିକ ଟଙ୍କାର ଅର୍ଥ ରାଶି ପ୍ରଦାନ କରାଯିବ । ସମ୍ବଲପୁରରେ ସିଏମ୍ କିଷାନ ସହାୟତା ଶୁଭାରମ୍ଭ କରିବେ ମୋହନ ମାଝୀ ।

Get real time updates directly on you device, subscribe now.