fbpx

କଟକରେ ଆଉ ୫୦ ନୂଆ ପଜିଟିଭ ଚିହ୍ନଟ

କଟକ,୧୦/୭(ଓଡିଶା ଭାସ୍କର): ଆଜି କଟକରୁ ଆଉ ୫୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଟକ SCB ହସ୍ପିଟାଲରୁ ଆଉ ୧୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ବଡ଼ମ୍ବାରୁ ସର୍ବାଧିକ ୩୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ କଟକ ସହରରୁ ୨, ନିଶ୍ଚିତକୋଇଲିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏନେଇ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

Get real time updates directly on you device, subscribe now.