fbpx

ଜେଲରୁ ବ୍ୟାପିଲା କରୋନା, କଟକରେ ଆଉ ୫୩ ପଜିଟିଭ ଚିହ୍ନଟ

କଟକ,୯/୭(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ଆଜି ରାଜ୍ୟରେ ୫୭୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪ ଜଣଙ୍କର ଜୀବନ ନେଇଥିଲା କରୋନା ମହାମାରୀ। ଏହାରି ମଧ୍ୟରେ କଟକରେ ଜିଲ୍ଲାରେ ଆଉ ୫୩ କୋରୋନା ଆକ୍ରାନ୍ତ ଚିହ୍ନଟ। ଚୌଦ୍ବାର ଜେଲ୍‌ରୁ ୮ ଜଣ କୋରୋନା ପଜିଟିଭ୍‌ ହୋଇଛନ୍ତି। SCB ମେଡିକାଲରୁ ୫ ଓ କ୍ୟାନ୍‌ସର ହସ୍ପିଟାଲରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସାଲେପୁର ବ୍ଲକ୍‌ର ୧୬ ଜଣ କୋରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.