fbpx

ଭୋଜି ଖାଇବା ସାଜିଲା କାଳ, ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ, ୭ ଗୁରୁତର ମେଡିକାଲରେ ଭର୍ତ୍ତି

ବଲାଙ୍ଗିର: ବଲାଙ୍ଗିର ସ୍ଥିତ ଦେଓଗାଁ ଥାନା ଉପରଝର ଗାଁରେ ଭୋଜି ଖାଇ ୫୦ରୁ ଉର୍ଦ୍ଧ୍ୱ ଲୋକ ଅସୁସ୍ଥ । ଭୋଜି ଖାଇବା ପରେ ଲୋକଙ୍କୁ ଝାଡ଼ାବାନ୍ତି ହୋଇଥିବା ଜଣା ପଡ଼ିଛି । ତେବେ ଅସୁସ୍ଥଙ୍କ ଚିକିତ୍ସା ପାଇଁ ଗାଁରେ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପହଞ୍ଚିଥିବା ବେଳେ ସେମାନଙ୍କ ମଧରୁ ୭ ଜଣ ଗୁରୁତରଙ୍କୁ ଭୀମଭୋଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

Get real time updates directly on you device, subscribe now.