fbpx
BJD SKY
BJD SKY

ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ଧଳାଜହର ଜବତ

BJD

ଭୁବନେଶ୍ୱର,୭ ।୧(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ୧ କେଜି ୩୧୦ ଗ୍ରାମର ବ୍ରାଉନସୁଗାର ଜବତ ହୋଇଛି । ଖୋର୍ଦ୍ଧା ଜାତୀୟ ରାଜପଥ ନିକଟରୁ ଜବତ କରିଛି ଏସଟିଏଫ୍ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ କୋଟି ୩୧ ଲକ୍ଷ ଟଙ୍କା ହେବ । ଜବତ ପରେ ଅଭିଯୁକ୍ତ ଏସ.କେ ଅନୱାରକୁ ଗିରଫ କରିଛି ଏସଟିଏଫ୍ । ଗିରଫ ପରେ ଅଭିଯୁକ୍ତ ଅନୱାରକୁ କୋର୍ଟଚାଲାଣ କରାଯାଇଛି ।

Get real time updates directly on you device, subscribe now.