fbpx

ସାନିଟାରୀ ପ୍ୟାଡରେ ଡ୍ରଗ୍ସ; ଦେଖନ୍ତୁ ଭାଇରାଲ ଭିଡିଓ

ମୁମ୍ବାଇ: ଜାହାଜ ମଧ୍ୟରେ ଡ୍ରଗ୍ସ ପାର୍ଟି କରୁଥିବା ବେଳେ ଏନସିବି ଦ୍ୱାରା ଗିରଫ ହୋଇଥିଲେ ମଡେଲ ମୁନମୁନ ଧମେଚା । ଆର୍ଯ୍ୟନ ଖାନଙ୍କ ସମେତ ୮ ଜଣଙ୍କୁ ଏନସିବି ପକ୍ଷରୁ ଗିରଫ କରାଯାଇଥିବା ବେଳେ ମୁନମୁନ ବର୍ତ୍ତମାନ ବାଇକୁଲା ମହିଳା ଜେଲରେ ରହିଛନ୍ତି ।
ନିକଟରେ ଏକ ଭାଇରାଲ ଭିଡିଓରେ ମୁନମୁନ ନିଜ ସାନିଟାରୀ ନାପକିନ ମଧ୍ୟରେ ଡ୍ରଗ୍ସ ଲୁଚାଇଥିବା ଦେଖିବାକୁ ମିଳିଛି । ଏନସିବିର ଜଣେ ମହିଳା ଅଧିକାରୀଙ୍କ ପକ୍ଷରୁ ଏହି ସାନିଟାରୀ ପ୍ୟାଡକୁ ଯାଞ୍ଚ କରାଯିବା ସମୟରେ ଏହା ମଧ୍ୟରୁ ଏମଡିଏମଏ ପିଲ୍ ଜବତ କରାଯାଇଥିବା ଜଣାପଡିଛି । ଏହି ଅଭିଯୋଗକୁ ମୁନମୁନଙ୍କ ପରିବାର ପକ୍ଷରୁ ଖଣ୍ଡନ କରାଯାଇଛି । ଦେଖନ୍ତୁ ଭାଇରାଲ ଭିଡିଓ……

Get real time updates directly on you device, subscribe now.