fbpx

‘ଆଚାର୍ଯ୍ୟ ହରିହର’ ହସ୍ପିଟାଲର ବଦଳିଲା ନାଁ

କଟକ,୧୦ ।୨(ଓଡିଶା ଭାସ୍କର): କଟକରେ ଥିବା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲର ନାଁ ପରିବର୍ତ୍ତନ ହୋଇଛି । ପରିବର୍ତ୍ତନ ପରେ ନୂଆ ନାଁ ରହିଛି ‘ ଆଚାର୍ଯ୍ୟ ହରିହର ସ୍ୱାତକୋତ୍ତର କର୍କଟ ପ୍ରତିଷ୍ଠାନ’ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Get real time updates directly on you device, subscribe now.