fbpx

ରାଜଧାନୀରେ ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ୍

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୟୁନିଟ୍ ୫ ସ୍ଥିତ ଏସଆଇବି ଆବାସିକ କଲୋନୀର ଆପାର୍ଟମେଣ୍ଟ କମ୍ପ୍ଲେକ୍ସରୁ ଅନେକ କୋଭିଡ ପଜିଟିଭ ମାମଲା ଚିହ୍ନଟ ହେବାପରେ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଶନିବାର ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି।

ବିଏମସିର ଆଦେଶ ଅନୁଯାୟୀ କୌଣସି ଜନସାଧାରଣଙ୍କୁ କଣ୍ଟେନମେଣ୍ଟ ଜୋନ୍ ଭିତରକୁ ଯିବାକୁ ଅନୁମତି ଦିଆଯିବ ନାହିଁ ଏବଂ କଣ୍ଟେଣ୍ଟମେଣ୍ଟ ଜୋନ୍ ମଧ୍ୟରେ ଥିବା ବାସିନ୍ଦା ବାହାରକୁ ଯିବେ ନାହିଁ।

Get real time updates directly on you device, subscribe now.