fbpx

ପ୍ରଗତି ମଇଦାନ ନିକଟରେ ଲାଇନଚ୍ୟୁତ ହେଲା ଟ୍ରେନ, ଅଳ୍ପକେ ରକ୍ଷା ହୋଇଗଲା ଯାତ୍ରୀଙ୍କ ଜୀବନ

ନୂଆଦିଲ୍ଲୀ: ଆଜି ସକାଳେ ଦିଲ୍ଲୀରେ ଏକ ବଡ ଟ୍ରେନ ଦୁର୍ଘଟଣା ଅଳ୍ପକେ ଟଳି ଯାଇଛି । ଦିଲ୍ଲୀ ପ୍ରଗତି ମଇଦାନ ନିକଟରେ ଏକ ଲୋକାଲ ଟ୍ରେନ ଲାଇନଚ୍ୟୁତ ହୋଇଛି । ଏହି ସମୟରେ ଟ୍ରେନରେ ବହୁ ସଂଖ୍ୟାରେ ଯାତ୍ରୀ ଥିଲେ । କିନ୍ତୁ ଏହି ଦୁର୍ଘଟଣାରେ କୌଣସି ପ୍ରକାର ଜୀବନହାନୀ ହୋଇନାହିଁ ।

ଟ୍ରେନଟି ପଲବଲରୁ ନୂଆଦିଲ୍ଲୀ ଆସୁଥିଲା । ତେବେ ମାମଲାର ଯାଞ୍ଚ କରାଯାଉଛି ।

Get real time updates directly on you device, subscribe now.