fbpx

ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ

ନୂଆଦିଲ୍ଲୀ, ୨୯ା୧: ନୂଆଦିଲ୍ଲୀରେ ଧ୍ୱଜାବତରଣ ସମାରୋହ ଅନୁଷ୍ଠିତ ହୋଇଛି । ଧ୍ୱଜାବତରଣ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପସ୍ଥିତ ରହିଛନ୍ତି । ସେହି ସମାରୋହରେ ପ୍ରଥମଥର ପାଇଁ ବନ୍ଦେ ମାତରଂ ଗାନ କରାଯାଇଛି । ଏହାସହ ଦିଲ୍ଲୀ ରାଜପଥରେ ସେନାବାହିନୀ ପରେଡ଼ କରିଛନ୍ତି ।

Get real time updates directly on you device, subscribe now.