fbpx

ବଡ଼ଦିନ ଓ ନୂଆବର୍ଷ ପାଇଁ ବାଣଫୁଟା ଉପରେ କଟକଣା ଜାରି

ଭୁବନେଶ୍ୱର,୨ା୧୨(ଓଡ଼ିଶା ଭାସ୍କର): ଆଗକୁ ଆସୁଛି ବଡ଼ଦିନ ଓ ନୂଆବର୍ଷ । ବଡ଼ଦିନ ଓ ନୂଆବର୍ଷ ପାଇଁ ବାଣଫୁଟା ଉପରେ କଟକଣା ଜାରି ହୋଇଛି । ଡିସେମ୍ବର ୨୫ ଓ ୩୧ ତାରିଖ ରାତିରେ ବାଣଫୁଟା ଉପରେ କଟକଣା ଜାରି ହୋଇଛି । ଏନେଇ କଟକଣା ଜାରି କରିଛନ୍ତି ରାଜ୍ୟ ମାନବାଧିକାର କମିସନ । ରାତି ୧୧ଟା ୫୫ରୁ ୧୨ଟା ୩୦ ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି । ଏହାସହ ଡିଜିପି ଓ ମୁଖ୍ୟ ଶାସନ ସଚିବଙ୍କୁ ଏହା ଉପରେ ନଜର ରଖିବାକୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.