fbpx

ଅକ୍ଷୟର ରାଜକ୍ଷମା ଆବେଦନ ଖାରଜ

ନୂଆଦିଲ୍ଲୀ ,୫ା୧: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ଦାଖଲ କରିଥିବା ରାଜକ୍ଷମା ଆବେଦନ ବୁଧବାର ଖାରଜ ହୋଇଯାଇଛି । ଫଳରେ ଏହି ମାମଲାର ତୃତୀୟ ଦୋଷୀର ରାଜକ୍ଷମା ଆବେଦନ ଅଧିକାର ସମାପ୍ତ ହୋଇଛି । କେବଳ ମାମଲାର ଜଣେ ଦୋଷୀ ନିକଟରେ ରାଜକ୍ଷମା ଆବେଦନ କରିବାର ଅଧିକାର ରହିଛି ।

Get real time updates directly on you device, subscribe now.