fbpx

କଟକ ସହରରୁ ହଟିଲା ସଟ-ଡାଉନ

କଟକ,୧୩/୭(ଓଡିଶା ଭାସ୍କର): କଟକ ସହରରୁ ହଟିଛି ସଟ୍‌ ଡାଉନ କଟକଣା। ଆଜିଠୁ ସଂଧ୍ୟା ୬ଟା ଯାଏ ଦୋକାନବଜାର ଖୋଲିପରିବା। କିନ୍ତୁ ସଂଧ୍ୟା ୭ଟାରୁ ପରଦିନ ସକାଳ ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିବ। ଔଷଧ ଦୋକାନ ପାଇଁ ରାତ୍ରୀକାଳୀନ କର୍ଫ୍ୟୁ କୋହଳ ହେବ। ୫୦% କର୍ମଚାରୀଙ୍କୁ ନେଇ ଚାଲି ପାରିବ ସରକାରୀ ଅଫିସ୍‌ ବୋଲି କୁହାଯାଇଛି।

Get real time updates directly on you device, subscribe now.