fbpx

ଏଥର ବିନା ଦର୍ଶକ ରେ ଆଇପିଏଲ୍

ମୁମ୍ବାଇ , 4/4: ପୁଣି ଦର୍ଶକ ଫଟାଫଟ୍ କ୍ରିକେଟର ମଜା ନେବେ । ୨୦୨୧ ବର୍ଷ ପାଇଁ କ୍ରିକେଟର ମହାକୁମ୍ଭ ଆଇପିଏଲ୍ ନେଇ ଆରମ୍ଭ ହୋଇଛି ପ୍ରସ୍ତୁତି ପର୍ବ । ଚଳିତ ବର୍ଷ ଆଇପିଏଲର ୧୪ତମ ସଂସ୍କରଣ ଭାରତରେ ଖେଳାଯିବ । କେବଳ ୬ ଟି ସ୍ଥାନ ରେ ଆଇପିଏଲ୍ ଖେଳାଯିବ ବୋଲି କହିଛନ୍ତି ରାଜୀବ ଶୁକ୍ଲା । ଏହା ସହ କହିଛନ୍ତି ଯେ କରୋନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ବିନା ଦର୍ଶକ ରେ ଖେଳାଯିବ ଆଇପିଏଲ୍। ଖେଳାଳି ମାନଙ୍କ ଟୀକାକରଣ ପାଇଁ ଆଲୋଚନା ଚାଲିଥିବାର କହିଚିଛନ୍ତି ରାଜୀବ ଶୁକ୍ଲା ।

Get real time updates directly on you device, subscribe now.