fbpx
BJD SKY
BJD SKY

ଜାରି ରହିଛି ଅଚଳାବସ୍ଥା: ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି

BJD

ଲଗାତାର ଭାବରେ ବିଧାନସଭାରେ ହୋହାଲ୍ଲା ପ୍ରତିବାଦ ଯୋଗୁଁ ଚାଲିପାରୁନାହିଁ ବିଧାନସଭା କାର୍ଯ୍ୟକାଳ । ଫଳରେ ୫ ଦିନ ଧରି ଅଚଳ ରହିଛି ଗୃହକାର୍ଯ୍ୟ । ତେବେ ବିଧାନସଭା ଚଳାଇବା ପାଇଁ ଏବଂ ଗୃହକାର୍ଯ୍ୟ ସ୍ୱାଭାବିକ କରିବାକୁ ସର୍ବଦଳୀୟ ବୈଠକ ଡାକିଇଛନ୍ତି ବାଚସ୍ପତି ।

୫ ଦିନ ପରେ ଏହି ସର୍ବଦଳୟୀ ବୈଠକ ଡକାଇଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଗୃହକାର୍ଯ୍ୟ ସୁରୁଖୁରରେ ଚାଲିବା ନେଇ ସର୍ବଦଳୀୟ ବେଠକରେ ଆଲୋଚନା କରାଯିବ । ସୂଚନାଯୋଗ୍ୟ, ମାହାଙ୍ଗା ମର୍ଡର କେସ୍ ଓ ମମିତା ମେହେର ହତ୍ୟା ମାମଲାରେ ଲଗାତାର ଭାବରେ ପ୍ରତିବାଦ ଜାରି ରଖିଛନ୍ତି ବିରୋଧୀ ।

Get real time updates directly on you device, subscribe now.