fbpx

ସାଢେ ୧୧ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର,୨୧ ।୧୧(ଓଡିଶା ଭାସ୍କର): ବିଧାନସଭା ଗୃହକାର୍ଯ୍ୟ ଆରମ୍ଭରୁ କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଆରମ୍ଭ ହୋଇଯାଇଛି । ବାଚସ୍ପତିଙ୍କ ପୋଡିୟମ ନିକଟରେ କଂଗ୍ରେସ ବିଧାୟକମାନେ ନାରାବାଜି ଲଗାଇଥିବା ଦେଖିବାକୁ ମିଳିଛି । ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ସାଢେ ୧୧ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ଧାନର ଅଭାବୀ ବିକ୍ରି, ନାରୀ ନିର୍ଯାତନା, ଖଣି ଦୁର୍ନୀତିକୁ ନେଇ ଗୃହରେ ହଟ୍ଟଗୋଳ ହୋଇଥିବା ଜଣାପଡିଛି । ମାତ୍ର ୩ ମିନିଟ୍ ଗୃହ କାର୍ଯ୍ୟ ଚାଲିବା ପରେ ଅଚଳ ହୋଇଥିଲା ।

Get real time updates directly on you device, subscribe now.