fbpx

ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ

ଭୁବନେଶ୍ୱର :୨୦ । ୪(ଓଡିଶା ଭାସ୍କର): ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ପ୍ରକାଶ ତଥ୍ୟ ଏହା ସ୍ପଷ୍ଟ କରିଛି । ୪୩ ଜଣ ଚିକିତ୍ସିତ ଥିଲାବେଳେ ୨୪ ଜଣ ସୁସ୍ଥ । କାଲି ଗୋଟିଏ ଦିନରେ ୯୫୧ଟି ନମୁନା ପରୀକ୍ଷା । କାଲି ସୁଦ୍ଧା ୧୦ ହଜାର ୬୪୧ଟି ସାମ୍ପଲ ଟେଷ୍ଟ ହୋଇଛି । ୧୦ ହଜାର ୫୭୩ଜଣଙ୍କ ସାମ୍ପଲ ନେଗେଟିଭ୍ ଆସିଛି ।

Get real time updates directly on you device, subscribe now.