Breaking: ଓଡ଼ିଶା ମାଟିତଳେ ଛାଉଁଣି ହୋଇଛି ଖାଲି ସୁନା, ଗୃହରେ ମନ୍ତ୍ରୀ ରଖିଲେ ଉତ୍ତର

ଭୁବନେଶ୍ୱର: ଓଡ଼ିଶାରେ ଭରପୁର ସୁନା ଖଣି ଥିବା କହିଲେ ମନ୍ତ୍ରୀ । ଗୃହରେ ଖଣିମନ୍ତ୍ରୀ ବିଭୂତି ଜେନା ଏ ସଂକ୍ରାନ୍ତରେ ଲିଖିତ ଉତ୍ତା ଦେଇଛନ୍ତି ।

ଦେବଗଡ଼, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧରେ ସୁନା ଖଣି ।

ମୟୁରଭଞ୍ଜର ବିଭିନ୍ନ ସ୍ଥାନରେ ପ୍ରାରମ୍ଭିକ ଅନୁସନ୍ଧାନ ଜାରି ରହିଛି । ପୂର୍ବରୁ ଦେବଗଡ଼ରୁ ତମ୍ବାପଥର ଖୋଜାବେଳେ ସୁନା ପଥର ମିଳିଛି ।