fbpx

ଏଣିକି ପଛୁଆ ରହିବେନି କିନ୍ନର, ସରକାର କଲେ ବଡ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର କିନ୍ନର ମାନଙ୍କ ପାଇଁ ସରକାର ବଡ ଘୋଷଣା କରିଛନ୍ତି । ଏଣିକି ସବ୍ ଇନ୍ସପେକ୍ଟର୍ ପଦବୀ ପାଇଁ ଆଗ୍ରହୀ ଥିବା କିନ୍ନର ମାନେ ଆବେଦନ କରିପାରିବେ । ଏଥିସହ କନେଷ୍ଟବଳ ପଦ ପାଇଁ ମଧ୍ୟ ସେମାନଙ୍କୁ ନିଯୁକ୍ତି ଦିଆଯାଇପାରିବ । ଏନେଇ ଆଜି ପ୍ରେସମିଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ପୁଲିସ୍ ଡିଜି ଅଭୟ । କିନ୍ନର ମାନଙ୍କ ଉନ୍ନତି ଦିଗରେ ଧ୍ୟାନ ଦିଆଯାଇ ଏପରି ନିଷ୍ପତି ନିଆଯାଇଛି ବୋଲି ପ୍ରେସମିଟ୍ ରେ କହିଥିଲେ ଅଭୟ ।

Get real time updates directly on you device, subscribe now.