fbpx
BJD SKY
BJD SKY

ଜାନୁଆରୀ ୨୫ ଯାଏଁ OHRC ବନ୍ଦ: ଇମେଲ ମାଧ୍ୟମରେ କରିପାରିବେ ଅଭିଯୋଗ

BJD

ଆଜିଠୁ ଜାନୁଆରୀ ୨୫ ଯାଏଁ ବନ୍ଦ ରହିବ ଓଡ଼ିଶା ମାନବାଧିକାର ଆୟୋଗ । ଆୟୋଗର କିଛି ଅଧିକାରୀ ଏବଂ କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ପରେ ନିଷ୍ପତ୍ତି । ଏହି ସମୟରେ କେବଳ ଅତି ଜରୁରୀ ମାମଲା ଗୁଡ଼ିକର ବଚାର ହେବ । ଆବେଦକମାନେ [email protected] ଇମେଲ କରିପାରିବେ । ୯୪୩୭୦ ୯୨୬୩୨ ମୋବାଇଲ ନମ୍ବରକୁ ମଧ୍ୟ ଯୋଗାଯୋଗ କରିହେବ ।

Get real time updates directly on you device, subscribe now.