fbpx

ରାଜ୍ୟରେ ଅନ୍‌ଲାଇନ୍‌ କ୍ଲିନିକ ପଞ୍ଜୀକରଣ ଆରମ୍ଭ

Advertisement

ଭୁବନେଶ୍ୱର,୧୧।୧୨(ଓଡିଶା ଭାସ୍କର): ଅଲ୍‌ଟ୍ରାସାଉଣ୍ଡ କ୍ଲିନିକ୍‌ ପାଇଁ ରାଜ୍ୟରେ ଅନ୍‌ଲାଇନ୍‌ ପଞ୍ଜୀକରଣ ବ୍ୟବସ୍ଥା ଆରମ୍ଭ ହୋଇଛି । ଏହାର ଶୁଭାରମ୍ଭ କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ACS ପ୍ରଦୀପ୍ତ ମହାପାତ୍ର । ଫି ପୈଠ ସୁବିଧା ସହ ଅନ୍‌ଲାଇନ ବ୍ୟବସ୍ଥାରେ ଓଡ଼ିଶା ହୋଇଛି ପ୍ରଥମ ରାଜ୍ୟ । ଜିଲ୍ଲାସ୍ତରରେ ଅନ୍‌ଲାଇନ ଆବେଦନ ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛି । ୭୦ ଦିନ ମଧ୍ୟରେ ଆବେଦନର ବିଚାର କରି ପ୍ରମାଣପତ୍ର ଦିଆଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.