fbpx

ଓଡ଼ିଶା ସିଭିଲ୍ ସର୍ଭିସ ପ୍ରିଲିମ୍‌ ପରୀକ୍ଷା ନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ ସି ) ଦ୍ଵାରା ପରିଚାଳିତ ଓଡିଶା ସିଭିଲ ସର୍ଭିସ(ଓସିଏସ୍) ପ୍ରିଲିମ୍‌ ପରୀକ୍ଷା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୭ ତାରିଖରେ ହେବ ଓଏଏସ୍‌ ପ୍ରିଲିମ୍‌ ପରୀକ୍ଷା । ପ୍ରିଲିମ୍‌ ପରୀକ୍ଷା ନେଇ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । OPSC WEBSITE http://opsc.gov.inରେ ରହିଛି ସମସ୍ତ ବିବରଣୀ । ଏହି ୱେବ୍ ସାଇଟରେ ସମସ୍ତ ବିଷୟରେ ଯାଞ୍ଚ୍ କରିପାରିବେ ପରୀକ୍ଷୀର୍ଥୀ ।

Get real time updates directly on you device, subscribe now.