fbpx
BJD SKY
BJD SKY

ଅର୍କ କୁମାର OSOUର କୁଳପତି

BJD

ସମ୍ବଲପୁର,୨୧ ।୧: ପ୍ରଫେସର ଅର୍କ କୁମାର ଦାସ ମହାପାତ୍ରଙ୍କୁ ମିଳିଲା ନୂଆ ନିଯୁକ୍ତି । ଓଡିଶା ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଅର୍କ କୁମାର । ଅର୍କ କୁମାରଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଏବେ ସମ୍ବଲପୁର ୟୁନିଭର୍ସିଟି ବିଜନେସ ଆଡମିନିଷ୍ଟ୍ରେସନ ପ୍ରଫେସର ଅଛନ୍ତି ଅର୍କ ।

Get real time updates directly on you device, subscribe now.