fbpx

ଅଗଷ୍ଟ ୧୭ରେ ହେବ ଓଟିଇଟି ପରୀକ୍ଷା: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା

ଭୁବନେଶ୍ୱର: ରାଜ୍ୟରେ ଘୁଞ୍ଚିଲା ଓଟିଇଟି ତାରିଖ । ଅଗଷ୍ଟ ୧୭ ତାରିଖରେ ଅନୁଷ୍ଠିତ ହେବ ଓଟିଇଟି ପରୀକ୍ଷା । ଏନେଇ ପୂର୍ବରୁ ଅଗଷ୍ଟ ୯ ତାରିଖରେ ପରୀକ୍ଷା କରାଯିବା ନେଇ ତାରିଖ ଧାର୍ୟ୍ୟ ହୋଇଥିଲା ବେଳେ ବର୍ତ୍ତମାନ ତାହାକୁ ପରିବର୍ତ୍ତନ କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ସମ୍ବଦ୍ଧରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି।

Get real time updates directly on you device, subscribe now.