fbpx

ମାଗଣାରେ ମିଳୁଛି ୧୦୦୦ ଟଙ୍କାର OTT ସବସ୍କ୍ରିପସନ୍: ଜାଣନ୍ତୁ କ’ଣ ରହିଛି ଆକ୍ଟିଭେସନ୍ ପ୍ରସେସ୍

Advertisement

ନୂଆଦିଲ୍ଳୀ: କରୋନା ସମୟରେ ଥିଏଟର ଗୁଡିକରେ ଭିଡ କମଥିବା ବେଳେ ଓଟିଟି ପ୍ଲାଟଫର୍ମର ଚାହିଦା ବଢିବାରେ ଲାଗିଛି । ଏମିତିରେ ଯଦି ଆପଣଙ୍କୁ କୁହାଯିବ କି ଆପଣଙ୍କୁ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ସମ୍ପୂର୍ଣ୍ଣ ମାଗଣାରେ ମିଳିବ ତେବେ ଏହା ଆପଣଙ୍କୁ ଅବିଶ୍ୱାସଯୋଗ୍ୟ ଲାଗିପାରେ । ତେବେ ଜିଓ ଫାଇବର ପକ୍ଷରୁ ଏମିତି ଏକ ଅଫର ଆସିଛି ଯେଉଁଥିରେ ୧୦୦୦ ଟଙ୍କାର ଓଟିଟି ସବସ୍କ୍ରିପସନ ଆପଣଙ୍କୁ ମାଗଣାରେ ପ୍ରଦାନ କରାଯିବ ।

ଜିଓ ଫାଇବର ପକ୍ଷରୁ ଏହାର ୱାଇଫାଇ ସେବା ଜରିଆରେ ଆପଣ ଏହି ଓଟିଟି ସବସ୍କ୍ରିପସନ ଫାଇଦା ଉଠାଇ ପାରିବେ । ମାତ୍ର ୯୯୯ ଟଙ୍କାର ରିଚାର୍ଜରେ ଆପଣଙ୍କୁ ୧୫୦ ଏମବିପିଏସ ସ୍ପିଡର ଇଣ୍ଟରନେଟ ସ୍ପିଡ ମିଳୁଥିବା ବେଳେ ୧୧ଟି ଓଟିଟି ସବସ୍କ୍ରିପସନ ମିଳୁଅଛି ।

ଏହା ସହିତ ୧୪୯୯ ଟଙ୍କାରେ ୩୦୦ ଏମବିପିଏସର ଇଣ୍ଟରନେଟ ସ୍ପିଡ ସହିତ ୧୨ଟି ଓଟିଟି ସବସ୍କ୍ରିପସନର ଫାଇଦା ମିଳୁଛି । ଏହି ଦୁଇଟି ଯାକ ପ୍ଲାନରେ ଅନଲିମିଟେଡ କଲ ସହିତ ଅନଲିମିଟେଡ ଭିଡିଓ କଲର ମଧ୍ୟ ଫାଇଦା ମିଳିଥାଏ । ଜିଓର ୱେବସାଇଟକୁ ଯାଇ ଜିଓ ଫାଇବର ପାଇଁ ଆବେଦନ କରିପାରିବେ ।

Get real time updates directly on you device, subscribe now.