fbpx

ଓଭର ସ୍ପିଡ଼ ପାଇଁ ଫାଇନ ଗଣିଲେ ୨୦ଡ୍ରାଇଭର

ଭୁବନେଶ୍ୱର, ୨ା୧୨(ଓଡ଼ିଶା ଭାସ୍କର): ଗତକାଲି ଟ୍ରାଫିକ ନିୟମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଇଛି । ଏହାସହ ପୋଲିସ ନଥିଲେ ମଧ୍ୟ ସିସିଟିଭି ମାଧ୍ୟମରେ ସବୁ କଏଦ କରାଯାଉଛି । ସେହି ମାଧ୍ୟମରେ ଉଲ୍ଲଙ୍ଘନକାରୀମାନଙ୍କୁ ଧରାଯାଉଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରେ ଓଭର ସ୍ପିଡ଼ରେ ଗାଡ଼ି ଚଳାଇ ତଣ୍ଡ ଗଣିଛନ୍ତି ୨୦ ଜଣ ଡ୍ରାଇଭର । ଆରଟିଓରୁ ୨୦ଜଣଙ୍କ ଘରକୁ ଚାଲାଣ ପଠାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.